Below header

ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ୩ଟି ପ୍ରଜାତିର ୫ଟି ଜଙ୍ଗଲୀ ପ୍ରାଣୀ

ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ୩ଟି ପ୍ରଜାତିର ୫ଟି ଜଙ୍ଗଲୀ ପ୍ରାଣୀ ନନ୍ଦନକାନନକୁ ଆସିଛନ୍ତି । ଗତ ୩୧ ତାରିଖ ଦିନ ନନ୍ଦନକାନନର ୬ଜଣିଆ ଟିମ୍ ଆଇଜଲ ଚିଡିଆଖାନା ଯାଇଥିଲେ । ସେଠାରୁ ୨ଟି ହୁଲକ୍ ଗିବନ, ୨ଟି ଘୁଷୁରୀ ଲାଞ୍ଜି ମାଙ୍କଡ ଓ ଗୋଟି ହିମାଳୟ ଭାଲୁକୁ ସ୍ବତନ୍ତ୍ର ଟ୍ରକରେ ଆଣିଛନ୍ତି ।

ନନ୍ଦନକାନନରେ ପହଂଚିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ନବନିର୍ମିତ କ୍ବାରେଣ୍ଟାଇନରେ ଛଡାଯାଇଛି। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷଙ୍କ ଅନୁମୋଦନରେ ଗତ ମାର୍ଚ୍ଚ ୨୭ ତାରିଖରେ ଆଇଜଲ ଚିଡ଼ିଆଖାନାକୁ ଏକହଳ ମହାବଳ ବାଘ ଦିଆଯାଇ ଥିଲା।ପ୍ରତି ବଦଳରେ ସେଠାରୁ ଅଣାଯାଇଛି ତିନୋଟି ପ୍ରଜାତିର ୫ଟି ପ୍ରାଣୀ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.