କିଟ ବିଶ୍ୱବିଦ୍ୟାଳୟ ପରିସରରେ ନ୍ୟାସନାଲ ରୁରାଲ ମ୍ୟାନେଜମେଣ୍ଟ କନକ୍ଲେଭ ଆୟୋଜିତ

କିଟ ବିଶ୍ୱବିଦ୍ୟାଳୟ ପରିସରରେ ନ୍ୟାସନାଲ ରୁରାଲ ମ୍ୟାନେଜମେଣ୍ଟ କନକ୍ଲେଭ ଆୟୋଜିତ। ସ୍କୁଲ ଅଫ ରୁରାଲ ମ୍ୟାନେଜମେଣ୍ଟ ପକ୍ଷରୁ ଏହି କନକ୍ଲେଭର ଆୟୋଜନ କରାଯଇଛି। ସିଓ୍ଵାଇଏସଡି ପ୍ରତିଷ୍ଠାତା ଜଗଦାନନ୍ଦ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଗ୍ରାମୀଣ ଅର୍ଥନୀତି ଓ ଏହାର ଉନ୍ନତିର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।

Leave A Reply

Your email address will not be published.