Below header

ଖୁବଶୀଘ୍ର ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ସିଗ୍‌ନାଲ ଗଲାଣି, ଘୋଷଣା ଖୁବଶୀଘ୍ର । ନାମାଙ୍କନ ପାଇଁ ତୁରନ୍ତ ଆବଶ୍ୟକ କାଗଜପତ୍ର, ଦସ୍ତାବିଜ୍‌ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏମିତିକି ପ୍ରସ୍ତାବକ ଓ ସମର୍ଥକ ହେବାକୁ ବିଧାୟକଙ୍କୁ ଡାକରା ଦିଆଯାଇଛି । କେବଳ ପ୍ରାର୍ଥୀଙ୍କ ନାଁ ଘୋଷଣା ବାକି ଅଛି ।

ସେ ଯେକୌଣସି ସମୟରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବେ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତ ଆଶାୟୀଙ୍କ ସହ ପୂରା ଓଡ଼ିଶା ରାଜନୀତି ଅନେଇ ବସିଛି ନବୀନ ନିବାସକୁ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.