Below header

+୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିଲା ସ୍କଲାରସିପ ଟଙ୍କା, ଛାତ୍ରବୃତ୍ତି ପ୍ରଦାନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଗଲା ସ୍କଲାରସିପ ଟଙ୍କା । ଆଜି ସମ୍ବଲପୁର ଗସ୍ତରେ ଆସି ଫାଇଭ ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ନୂଆ ଓ ଛାତ୍ରବୃତ୍ତିର ଶୁଭାରମ୍ଭ କରିଛନ୍ତି l

ସମ୍ବଲପୁର (କେନ୍ୟୁଜ୍‌): ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଗଲା ସ୍କଲାରସିପ ଟଙ୍କା । ଆଜି ସମ୍ବଲପୁର ଗସ୍ତରେ ଆସି ଫାଇଭ ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ନୂଆ ଓ ଛାତ୍ରବୃତ୍ତିର ଶୁଭାରମ୍ଭ କରିଛନ୍ତି l ବୃତ୍ତି ବାବଦରେ ଛାତ୍ରୀମାନଙ୍କୁ ୧୦ ହଜାର ଓ ଛାତ୍ରମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯାଇଥିଲା l ଏହାସହ ଖୁବଶୀଘ୍ର ଛାତ୍ର ଛାତ୍ରୀ ମାନଙ୍କୁ ନବୀନ ମ୍ୟାଜିକ କାର୍ଡ ପ୍ରଦାନ କରାଯିବ l ଯେଉଁଥିରେ ଛାତ୍ରଛାତ୍ରୀମାନେ ରିହାତିରେ ବସ ରେ ଯିବା ଆସିବା କରି ପାରିବେ l ଏହାସହ ନେଟ ମଧ୍ୟ ଆକସେସ କରିପାରିବେ ବୋଲି 5T ଟି ଅଧ୍ୟକ୍ଷ କହିଛନ୍ତି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.