Below header

କଟକ ତୁଳସୀପୁର ହରିଣ ପାର୍କରୁ ହରିଣଙ୍କୁ ସ୍ଥାନାନ୍ତର ନେଇ ଅସନ୍ତୋଷ

କଟକ ତୁଳସୀପୁର ହରିଣ ପାର୍କରୁ ହରିଣଙ୍କୁ ସ୍ଥାନାନ୍ତର କରାଯିବା ପରେ କଟକରେ ବେଶ୍ ଅସନ୍ତୋଷ ଦେଖା ଯାଇଛି |

କଟକ : କଟକ ତୁଳସୀପୁର ହରିଣ ପାର୍କରୁ ହରିଣଙ୍କୁ ସ୍ଥାନାନ୍ତର କରାଯିବା ପରେ କଟକରେ ବେଶ୍ ଅସନ୍ତୋଷ ଦେଖା ଯାଇଛି | କଟକବାସୀଙ୍କ ମଧ୍ୟରେ ଏହି ଅସନ୍ତୋଷକୁ ଦୃଷ୍ଟିରେ ରଖି ଉତ୍ତର ରଖିଛନ୍ତି କଟକ ମେୟର ସୁବାସ ସିଂ।  କଟକରୁ ସମ୍ପୂର୍ଣ୍ଣ ଉଠିବ ନାହିଁ ହରିଣ ପାର୍କ । କେନ୍ଦ୍ର ସରକାରଙ୍କ ବନ୍ୟଜନ୍ତୁ ସୁରକ୍ଷା ଆଇନ୍ ଅନୁସାରେ ଏତେ ସଂଖ୍ୟାରେ ହରିଣ ଅଳ୍ପ ସ୍ଥାନରେ ରହିପାରିବେ ନାହିଁ ।  ୧୦ ରୁ ୨୦ ମଧ୍ୟରେ ହରିଣ ରହିବେ ବୋଲି କହିଛନ୍ତି କଟକ ମେୟର।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.