Below header
Browsing Tag

deer park

କଟକ ତୁଳସୀପୁର ହରିଣ ପାର୍କରୁ ହରିଣଙ୍କୁ ସ୍ଥାନାନ୍ତର ନେଇ ଅସନ୍ତୋଷ

କଟକ : କଟକ ତୁଳସୀପୁର ହରିଣ ପାର୍କରୁ ହରିଣଙ୍କୁ ସ୍ଥାନାନ୍ତର କରାଯିବା ପରେ କଟକରେ ବେଶ୍ ଅସନ୍ତୋଷ ଦେଖା ଯାଇଛି | କଟକବାସୀଙ୍କ ମଧ୍ୟରେ ଏହି ଅସନ୍ତୋଷକୁ ଦୃଷ୍ଟିରେ ରଖି ଉତ୍ତର ରଖିଛନ୍ତି କଟକ ମେୟର ସୁବାସ ସିଂ।  କଟକରୁ ସମ୍ପୂର୍ଣ୍ଣ ଉଠିବ ନାହିଁ ହରିଣ ପାର୍କ । କେନ୍ଦ୍ର ସରକାରଙ୍କ…

ଡିଅର ପାର୍କରେ ବଢିଲା ହରିଣ ସଂଖ୍ୟା, ଡମପଡା- ଚନ୍ଦକା ଅଭୟାରଣ୍ୟକୁ ହେବେ ସ୍ଥାନାନ୍ତର

କୌତୁକିଆ ହରିଣ ଛୁଆ ଗୋଡ ଟେକିକି ହୋଇଛି ଠିଆ । ଏ ହେଉଛି କଟକ ତୁଳସୀପୁର ମଧୂସୁଦନ ନଗର ଠାରେ ଥିବା ଡିଅର ପାର୍କର ଦୃଶ୍ୟ । ମହାନଦୀ କୂଳର ଏହି ସ୍ଥାନରେ ୧୯୮୧ ମସିହାରେ ସ୍ଥାପିତ ହୋଇଥିଲା ଏହି ଡିୟର ପାର୍କ । ମାତ୍ର ଛଅଟି ହରିଣଙ୍କୁ ନେଇ ଆରମ୍ଭ ହୋଇଥିଲା ଏହି ପାର୍କ । ସମୁଦାୟ ଅଢେଇ ଏକର…

‘ଫନି’ଦ୍ୱାରା ପ୍ରଭାବିତ ମହାନଗର ନିଗମର ହରିଣ ପାର୍କ

ଫନି ଦ୍ୱାରା ପ୍ରଭାବିତ ହୋଇଛି କଟକ ତୁଳସୀପୁରରେ ଥିବା ମହାନଗର ନିଗମର ହରିଣ ପାର୍କ। ଏଠାରେ ୨ଶହରୁ ଉର୍ଦ୍ଧ୍ୱ ହରିଣ ରହିଥିବା ବେଳେ ବାତ୍ୟା ପରେ ଅସହ୍ୟ ଗ୍ରୀଷ୍ଣ ପ୍ରବାହ ପାଇଁ ଅସ୍ତବ୍ୟସ୍ତ ହୋଇଗଲେଣି। ଏତେ ସଂଖ୍ୟକ ହରିଣ ରହିବା ପାଇଁ ମଧ୍ୟ ସ୍ଥାନ ନାହିଁ। ହରିଣ ସ୍ଥାନାନ୍ତରଣ ପାଇଁ…