Below header

‘ଫନି’ଦ୍ୱାରା ପ୍ରଭାବିତ ମହାନଗର ନିଗମର ହରିଣ ପାର୍କ

ଫନି ଦ୍ୱାରା ପ୍ରଭାବିତ ହୋଇଛି କଟକ ତୁଳସୀପୁରରେ ଥିବା ମହାନଗର ନିଗମର ହରିଣ ପାର୍କ। ଏଠାରେ ୨ଶହରୁ ଉର୍ଦ୍ଧ୍ୱ ହରିଣ ରହିଥିବା ବେଳେ ବାତ୍ୟା ପରେ ଅସହ୍ୟ ଗ୍ରୀଷ୍ଣ ପ୍ରବାହ ପାଇଁ ଅସ୍ତବ୍ୟସ୍ତ ହୋଇଗଲେଣି। ଏତେ ସଂଖ୍ୟକ ହରିଣ ରହିବା ପାଇଁ ମଧ୍ୟ ସ୍ଥାନ ନାହିଁ। ହରିଣ ସ୍ଥାନାନ୍ତରଣ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସିଏମସି କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଗ୍ରୀଷ୍ଣ ପ୍ରବାହକୁ ଆଖିରେ ରଖି ହରିଣମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.