Below header

ପ୍ରଧାନମନ୍ତ୍ରୀ ଗବେଷଣା ଫେଲୋସିପ୍ ପାଇଁ ଅନୁଷ୍ଠିତ ମନୋନୟନ ପରୀକ୍ଷାରେ ଓଡ଼ିଆ ଛାତ୍ରୀ

ଭୁବନେଶ୍ବର (କେନ୍ୟୁଜ୍) : ପ୍ରଧାନମନ୍ତ୍ରୀ ଗବେଷଣା ଫେଲୋସିପ୍ ପାଇଁ ଅନୁଷ୍ଠିତ ମନୋନୟନ ପରୀକ୍ଷାରେ ଓଡ଼ିଆ ଛାତ୍ରୀ ସୀମାଦ୍ରୀ ଶୁଭଦର୍ଶିନୀଙ୍କ ସଫଳତା । ବାୟୋଲୋଜିକାଲ ସାଇନ୍ସରେ ଉଚ୍ଚତର ଗବେଷଣା ପାଇଁ ଦେଶରୁ ଦୁଇ ଜଣ ସଫଳତା ହାସଲ କରିଛନ୍ତି । ସୁଶ୍ରୀ ସୀମାଦ୍ରି ଚେନ୍ନାଇ ଆଇଆଇଟିରେ ଗବେଷଣା କରୁଛନ୍ତି । ଗତବର୍ଷ ସେ ଆନ୍ତର୍ଜାତିକ ସମ୍ପାନରେ ‘ବନ୍ଦେ ଉତ୍କଳ ଜନନୀ’ ଉପରେ ସନ୍ଦର୍ଭ ଉପସ୍ଥାପନ କରି ପ୍ରଥମ ହୋଇ ରାଜ୍ୟକୁ ଗର୍ବିତ କରିଥିଲେ । ବହୁମୁଖୀ ପ୍ରତିଭା ସୀମାଦ୍ରି ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ତଥା ଭାଷା ଆନ୍ଦୋଳନର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଓ ଅଧ୍ୟାପିକା ମାନସୀ ଷଡଙ୍ଗୀଙ୍କ ଏକମାତ୍ର କନ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.