Below header

ଆଜି ଉପବାଚସ୍ପତି ପଦ ପାଇଁ ନିର୍ବାଚନ, ରଜନୀକାନ୍ତ ସିଂଙ୍କ ନାଁ ଘୋଷଣା କରିଛି ବିଜେଡି

ଭୁବନେଶ୍ବର(କେନ୍ୟୁଜ୍): ଆଜି ଉପବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ପୂର୍ବରୁ ଉପବାଚସ୍ପତି ପଦବୀ ପାଇଁ ରଜନୀକାନ୍ତ ସିଂଙ୍କ ନାଁ ଘୋଷଣା କରିସାରିଛି ବିଜେଡି । ଆସନ୍ତାକାଲି ବିଧାନସଭାରେ ଆସିବ ବଜେଟ । ୨୦୧୯-୨୦ ପାଇଁ ରାଜ୍ୟ ବଜେଟ୍‌ ଆକାର ରହିବ ପ୍ରାୟ ୧ ଲକ୍ଷ ୩୮ ହଜାର କୋଟି ଟଙ୍କା। ଲୋକାଭିମୁଖୀ ଓ ସବୁବର୍ଗର ଲୋକଙ୍କୁ ସୁହାଇବା ଭଳି ବଜେଟ ହେବ। ତେଣୁ ଚାଷୀରୁ ଶ୍ରମିକ, ଶିକ୍ଷାରୁ ସ୍ୱାସ୍ଥ୍ୟ, ମହିଳାରୁ ଯୁବ ସବୁ ବର୍ଗ ଓ କ୍ଷେତ୍ରରେ ବ୍ୟୟ ବରାଦ ବଢିପାରେ। ଏଥର ଫୋକସରେ ରହିଛି କାଳିଆ, ନିଜସ୍ୱ ଖାଦ୍ୟ ସୁରକ୍ଷା, କୃଷି ଓ ଜଳ ସେଚନ, ମିଶନ ଶକ୍ତି ଭଳି ଯୋଜନା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.