Browsing Tag

deputy speaker odisha

ଆଜି ଉପବାଚସ୍ପତି ପଦ ପାଇଁ ନିର୍ବାଚନ, ରଜନୀକାନ୍ତ ସିଂଙ୍କ ନାଁ ଘୋଷଣା କରିଛି ବିଜେଡି

ଭୁବନେଶ୍ବର(କେନ୍ୟୁଜ୍): ଆଜି ଉପବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ପୂର୍ବରୁ ଉପବାଚସ୍ପତି ପଦବୀ ପାଇଁ ରଜନୀକାନ୍ତ ସିଂଙ୍କ ନାଁ ଘୋଷଣା କରିସାରିଛି ବିଜେଡି । ଆସନ୍ତାକାଲି ବିଧାନସଭାରେ ଆସିବ ବଜେଟ । ୨୦୧୯-୨୦ ପାଇଁ ରାଜ୍ୟ ବଜେଟ୍‌ ଆକାର ରହିବ ପ୍ରାୟ ୧ ଲକ୍ଷ ୩୮ ହଜାର କୋଟି ଟଙ୍କା।…