Below header

ଓଡ଼ିଶା କ୍ୟାଡ଼ର ଆଇଏଏସ୍‌ ଅଫିସର ମନୋଜ ଆହୁଜା ସିବିଏସ୍‌ଇ ଅଧ୍ୟକ୍ଷ ଭାବେ ନିଯୁକ୍ତ

ନୂଆଦିଲ୍ଲୀ : ଓଡ଼ିଶା କ୍ୟାଡ଼ର ଆଇଏଏସ୍‌ ଅଫିସର୍‌ ମନୋଜ ଆହୁଜା ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ୍‌(ସିବିଏସ୍‌ଇ)ର ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଥିବା କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି ।

୧୯୯୦ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଶ୍ରୀ ଆହୁଜା ସିବିଏସ୍‌ଇ ର ଅଧ୍ୟକ୍ଷ ଭାବେ ଅନିତା କରଓ୍ଵାଲ୍‌ଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ଆହୁଜା ବର୍ତ୍ତମାନ ଲାଲ୍‌ ବହାଦୂର ଶାସ୍ତ୍ରୀ ନେସ୍‌ନାଲ୍‌ ଏକାଡେମୀ ଅଫ୍‌ ଆଡମିନ୍‌ଷ୍ଟ୍ରେସନ୍‌ ବିଭାଗରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.