Below header

ବିଧାନସଭା ଆଗରେ ନୟାଗଡର ମୃତ ନାବାଳିକାଙ୍କ ବାପାମାଆଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଆସନ୍ତାକାଲି ଗୃହରେ ବିବୃତ୍ତି ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ନୟାଗଡ଼ରେ ନାବାଳିକାଙ୍କ ମୃତ୍ୟୁ ଓ ବାପାମାଆଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ବିଧାନସଭାରେ ବାଚସ୍ପତି ରୁଲିଂ । ଏନେଇ ଆସନ୍ତାକାଲି ଗୃହରେ ବିବୃତ୍ତି ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ । ବିରୋଧୀଦଳ ଗୁଡ଼ିକ ୪ଟି ପ୍ରସଙ୍ଗ ଉଠାଇଛନ୍ତି । ବାପାମାଆ ସୁରକ୍ଷା ବଳୟ ଭେଦ କରି ବିଧାନସଭା ସମ୍ମୁଖକୁ ଆସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ନୟାଗଡ଼ରେ ୩ ମାସ ହେଲା ମାମଲା ହୋଇଛି । ଏଥିରେ ଜିଲ୍ଲାର ଜଣେ ମନ୍ତ୍ରୀଙ୍କର ନାଁ ଥିବା ଅଭିଯୋଗ ହେଉଛି । ଏହି ଚାରୋଟି ଘଟଣାରେ ଆସନ୍ତାକାଲି ବିସ୍ତୃତ ଭାବେ ଉତ୍ତର ରଖିବାକୁ ବାଚସ୍ପତି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.