ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୯୫ ନୂଆ ପଜିଟିଭ କେସ, ୧୮ ମୃତ

ଭୁବନେଶ୍ୱର : ଆଜି ରାଜ୍ୟରେ ୩୦ ଜିଲ୍ଲା ଓ ଷ୍ଟେଟ ପୁଲରୁ ୨୯୯୫ ନୂଆ ପଜିଟିଭ କେସ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୨ ଲକ୍ଷ ୪୦ ହଜାର ୯୯୮ କୁ ବୃଦ୍ଧି ପାଇଛି । ଏମଧ୍ୟରୁ ୨ ଲକ୍ଷ ୧୦ ହଜାର ୨୧୭ ଜଣ ସୁସ୍ଥ ହୋଇଥିବା ବେଳେ ଏଯାବତ ୨୯ ହଜାର ୭୭୦ ଟି ଆକ୍ଟିଭ କେଶ ରହିଛି ।
Covid-19 Report For 6th October
New Positives Cases: 2995
In quarantine: 1737
Local contacts: 1258(Details of local contacts will be shared by concerned District Administration)
District Wise Cases
1. Angul: 142
2. Balasore: 121
3. Bargarh: 93
4. Bhadrak: 28
5. Balangir: 94— I & PR Department, Odisha (@IPR_Odisha) October 7, 2020
କହିରଖିବା ଉଚିତ ହେବକି ଗତ ୨୪ ଘଣ୍ଟା ଭିତରେ ୩୮୨୭ ଜଣ ସୁସ୍ଥତା ଲାଭ କରିଛନ୍ତି । ଆଜି ଭିତରେ ୩୫ ଲକ୍ଷ ୬୯ ହଜାର ୬୦୦ ଟି ସାମ୍ପଲ ଟେଷ୍ଟ ସରିଛି । ଆଜିର ଚିନ୍ହଟଙ୍କ ମଧ୍ୟରୁ ୧୭୩୭ ଜଣ ପୂର୍ବରୁ କ୍ଵାରିଣ୍ଟୀନ ସେଣ୍ଟରରେ ଥିବା ବେଳେ ୧୨୫୮ ଜଣ ଲୋକାଲ କଣ୍ଟକଟରୁ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୮ ଜଣ ଥିବା ବେଳେ ଗଜପତି ଜିଲ୍ଲାରୁ ୭ ଜଣ ଅଛନ୍ତି ।
6. Boudh: 31
7. Cuttack: 166
8. Deogarh: 20
9. Dhenkanal: 68
10. Gajapati: 7
11. Ganjam: 47
12. Jagatsinghpur: 62
13. Jajpur: 90
14. Jharsuguda: 64
15. Kalahandi: 63
16. Kandhamal: 43
17. Kendrapada: 135
18. Keonjhar: 61
19. Khurda: 568
20. Koraput: 43
21. Malkangiri: 82— I & PR Department, Odisha (@IPR_Odisha) October 7, 2020
22. Mayurbhanj: 92
23. Nawarangpur: 67
24. Nayagarh: 44
25. Nuapada: 74
26. Puri: 145
27. Rayagada: 17
28. Sambalpur: 138
29. Sonepur: 87
30. Sundargarh: 101
31. State Pool: 202New Recovery: 3817
Cumulative Tested: 3569600
Positive: 240998
Recovered: 210217
Active Cases: 29770— I & PR Department, Odisha (@IPR_Odisha) October 7, 2020
ଅନ୍ୟପକ୍ଷରେ ଆଜି ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୮ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହାକୁ ମିଶାଇ ରାଜ୍ୟରେ ୯୫୮ କୁ ବୃଦ୍ଧି ପାଇଛି ମୃତକ ସଂଖ୍ୟା । ମୃତକଙ୍କ ମଧ୍ୟରୁ
Regret to inform the demise of eighteen #COVID19 positive patients while under treatment in hospitals.
1.A 72-year old male of Balasore district who was also suffering from Hypertension.
2.A 94-year old female of Balasore district
— H & FW Dept Odisha (@HFWOdisha) October 7, 2020
ବାଲେଶ୍ଵର ଜିଲ୍ଲାରୁ ୪ ଜଣ, ବୌଦ୍ଧରୁ ଜଣେ, ଦେବଗଡରୁ ଜଣେ, ଯାଜପୁରରୁ ଜଣେ, କନ୍ଧମାଳ ଜିଲ୍ଲାରୁ ଜଣେ, ଖୋର୍ଦ୍ଧ ଜିଲ୍ଲାରୁ ଜଣେ, କୋରାପୁଟରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ଜଣେ, ନୟାଗଡରୁ ଦୁଇ ଜଣ, ପୁରୀରୁ ୨ ଜଣ, ସମ୍ବଲପୁର ଜଣେ ଓ ସୁନ୍ଦରଗଡ ଦୁଇ ଜଣ ଅଛନ୍ତି ।
3.A 66-year old male of Balasore district who was also suffering from Typhoid fever.
4.A 70-year old male of Balasore district who was also suffering from Diabetes.
5.A 60-year old male of Boudh district.
6.A 70-year old male of Deogarh district.
— H & FW Dept Odisha (@HFWOdisha) October 7, 2020
7. A 62-year old male of Jajpur district who was also suffering from Diabetes.
8.A 72-year old male of Kandhamal district who was also suffering from Diabetes.
9.A 62-year old male of Khordha district.
10.A 69-year old female of Koraput district.
— H & FW Dept Odisha (@HFWOdisha) October 7, 2020
15. An 82-year old female of Puri district who was also suffering from Hypertension.
16. A 40-year old male of Sambalpur district who was also suffering from Diabetes.
17. A 40-year old male of Sundergarh district.
— H & FW Dept Odisha (@HFWOdisha) October 7, 2020
18. A 45-year old female of Sundergarh district who was also suffering from Diabetes.
— H & FW Dept Odisha (@HFWOdisha) October 7, 2020