ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣ, ଆଜି ୬,୦୧୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୧୧୨୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୯୭ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୨୬୨୨ଜଣ ଲୋକାଲ୍ କେସ୍ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୩୧୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୪୧୭୨ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୪୭୮୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୨୩୧୯୧୯୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।
Covid-19 Report For 8th June
New Positive Cases: 6019
In quarantine: 3397
Local contacts: 2622(Details of local contacts will be shared by concerned Dist Administration)
District Wise Cases:
1. Angul: 335
2. Balasore: 286
3. Bargarh: 122
4. Bhadrak: 262
5. Balangir: 66— I & PR Department, Odisha (@IPR_Odisha) June 9, 2021
22. Mayurbhanj: 333
23. Nawarangpur: 151
24. Nayagarh: 191
25. Nuapada: 23
26. Puri: 324
27. Rayagada: 108
28. Sambalpur: 131
29. Sonepur: 65
30. Sundargarh: 283
31. State Pool: 157— I & PR Department, Odisha (@IPR_Odisha) June 9, 2021
New recoveries: 8836
Cumulative tested: 12387968
Positive: 831129
Recovered: 756641
Active cases: 71312— I & PR Department, Odisha (@IPR_Odisha) June 9, 2021
ଗତ ୨୪ ଘଣ୍ଟା ଭିତରେ ୪୩ ଜଣଙ୍କ ଜୀବନ ନେଲା କରୋନା | ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ |