Below header

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ଆସନ୍ତାକାଲି ୨ଟା ଯାଏଁ ବନ୍ଦ ରହିବ ମୋ ବସ ସେବା

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ରଙ୍ଗର ପର୍ବ ହୋଲି। ଉତ୍ସବ ମୁଖର ହେବ ଗାଁ ଠାରୁ ସହର। ଏହି ହୋଲିରେ ରାଜଧାନୀରେ ପେଟ୍ରାଲ ପମ୍ପ  ଓ ମଦ ଦୋକାନ ସମେତ କିଛି ବଜାର ବନ୍ଦ ରହିବାର ଖବର ମିଳିଛି । ହୋଲିକୁ ଦୃଷ୍ଟିରେ ରଖି କ୍ରୁଟ୍ ମଧ୍ୟ କାଲି ଦିନ ୨ଟା ଯାଏଁ  ମୋ ବସ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ପରେ ପୁଣି ସ୍ୱାଭାବିକ୍ ହେବ ବସ୍ ସେବା। ଏନେଇ ଟ୍ବିଟ କରି ସୂଚନା ଦେଇଛି କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.