Browsing Tag

mo bus

ଆଜିଠୁ ପୁଣି ଆରମ୍ଭ ହେଲା ମୋ ବସ୍‌ ସେବା: ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟ୍‌ରେ କରୁଛି ଚଳାଚଳ

ଭୁବନେଶ୍ବର(କେନ୍ଯୁଜ୍): ଗଡିଲା ମୋ ବସ୍‌। ୧୬ଟି ରୁଟ୍‌ରେ ୮୯ଟି ବସ୍‌ ଚଳାଚଳ କରୁଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍‌ ଚଳାଚଳ କରିବ। ସରକାରଙ୍କ କୋଭିଡ୍‌ ନିୟମ ଅନୁଯାୟୀ ବସ୍‌ ଚଳାଚଳ କରିବ। ପ୍ରତି ବସ୍‌ରେ ଯେତିକି ସିଟ୍‌ ସେତିକି ଯାତ୍ରୀ ଯିବେ। ଯାତ୍ରୀଙ୍କୁ ଛିଡା ହୋଇ…

ନାଇଟ୍‌ କର୍ଫ୍ୟୁ : ବଦଳିଲା ମୋ ବସ୍‌ ଚଳାଚଳ ସମୟ

ଭୁବନେଶ୍ୱର : ନାଇଟ୍‌ କର୍ଫ୍ୟୁ ପାଇଁ ବଦଳିଲା ମୋ ବସ୍‌ ଚଳାଚଳ ସମୟ । ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଚାଲିଥିବାବେଳେ ବିଭିନ୍ନ ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି ରହିଛି । ଫଳରେ ମୋ ବସ୍‌ ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି । ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ…

ମୋ ବସରୁ ଜଣେ ଯାତ୍ରୀଙ୍କୁ କଣ୍ଟକ୍ଟର ଓ ଗାଇଡ୍‌ ଠେଲି ଦେଇଥିବା ଅଭିଯୋଗ,ତଦନ୍ତ ରିପୋର୍ଟ ଆସିବା ପରେ ହେବ…

କେନ୍ୟୁଜ୍(ବ୍ୟୁରୋ):  ମୋ ବସ୍‌ ନାଁରେ ଅଭିଯୋଗ । ଭୁବନେଶ୍ୱରରେ ଚଳନ୍ତା ବସରୁ ଜଣେ ଯାତ୍ରୀଙ୍କୁ ଠେଲି ଦିଆଯାଇଥିବା ଅଭିଯୋଗ ହୋଇଛି । ମଞ୍ଚେଶ୍ୱର ଥାନାରେ ଏନେଇ ଏତଲା ଦେଇଛନ୍ତି ଆହତ ଯାତ୍ରୀ ନିର୍ମଳେନ୍ଦୁ ପରିଡାଙ୍କ ପୁଅ ସୁବାଶିଷ ପରିଡା । ଗତକାଲି ୧୬ ନମ୍ବର ମୋ ବସରୁ ବାଲିଅନ୍ତାର…

ଆସନ୍ତାକାଲିଠୁ ରୁଟ୍-୧୧ରେ ଚାଲିବ ‘ମୋ ବସ’, ଟ୍ୱିଟ କରି ସୂଚନା ଦେଲା CRUT

ଭୁବନେଶ୍ୱର : ଆସନ୍ତାକାଲିଠାରୁ ରୁଟ୍-୧୧ ରେ ଚାଲିବ ‘ମୋ ବସ’ । ଏହି ବସ ନନ୍ଦନବିହାରଠାରୁ ଭୁବନେଶ୍ୱର ରେଳ ଷ୍ଟେସନ ଯାଏଁ ଚାଲିବ। ମାଷ୍ଟର କ୍ୟାଣ୍ଟିନଠାରୁ ବାଳକାଟି ଯାଏଁ ନୂଆ ରୁଟ ୩୪ ସଂଯୋଗ କରିବ। ଏନେଇ ଟ୍ୱିଟ କରି ସୂଚନା ଦେଇଛି କ୍ରୁଟ । ବସରେ ଯିବା ଆସିବା କରିବା ବେଳେ ଯାତ୍ରୀମାନେ…

ଆଜିଠୁ ସମସ୍ତ ରୁଟ୍‌ରେ ଗଡିବ ମୋ ବସ୍‌, ରାଜ୍ୟ ସରକାରଙ୍କ ଅନଲକ୍‌-୭ ଗାଇଡ୍‌ଲାଇନ୍‌ରେ ମିଳିଛି ଅନୁମତି

ଭୁବନେଶ୍ବର: ଆଜିଠୁ ସମସ୍ତ ରୁଟ୍‌ରେ ଗଡିବ ମୋ ବସ୍‌। କେବଳ ରୁଟ୍‌ ନମ୍ବର ୨୯କୁ ଛାଡି ବାକି ୨୨ଟି ରୁଟ୍‌ରେ ୧୪୪ଟି ବସ୍‌ ଚାଲିବ। ପୂର୍ବରୁ ପର୍ଯ୍ୟାୟକ୍ରମେ ମୋ ବସ୍‌ ଚଳାଚଳକୁ ଅନୁମତି ଦିଆଯାଇଥିବାବେଳେ ରାଜ୍ୟ ସରକାରଙ୍କ ଅନଲକ୍‌-୭ ଗାଇଡ୍‌ଲାଇନ୍‌ରେ ସମସ୍ତ ରୁଟ୍‌ରେ ମୋ ବସ୍‌ ଗଡିବାକୁ…

କୋଭିଡ୍‌ ସମୟରେ ପରିବହନ ସେବାରେ ସୃଜନ ପାଇଁ ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହେଲା କ୍ରୁଟ୍

କେନ୍ୟୁଜ (ବ୍ୟୁରୋ): କୋଭିଡ୍‌ ସମୟରେ ନଗର ପରିବହନ ସେବାରେ ସୃଜନ ପାଇଁ କ୍ରୁଟ୍‌ ପୁଣି ଥରେ ପୁରସ୍କୃତ । ସିଟି ବସ୍‌ ସେବା ମୋ ବସ୍‌ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଦେଶର ଶୀର୍ଷ ପୁରସ୍କାର ଜିତିଛି । ଭାରତ ସରକାରଙ୍କ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଗତକାଲି…

ମୋ ବସ୍‌ ସେବାକୁ ପୂରିଲା ୨ ବର୍ଷ, ୨୦୧୮ ମସିହା ଆଜିର ଦିନରେ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୋ ବସ୍‌କୁ ପୂରିଛି ୨ ବର୍ଷ । ୨୦୧୮ ମସିହା ନଭେମ୍ବର ୬ ତାରିଖରେ ମୋ ବସ୍‌ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ୩ଟି ଫେଜ୍‌ରେ ପାଖାପାଖି ୩୧୦ ବସ୍‌ ଯାତ୍ରୀମାନଙ୍କୁ ସେବା ଯୋଗାଇ ଆସୁଛି । ହେଲେ କରୋନା କଟକଣା ଯୋଗୁ ଏବେ ୨ଟି ଫେଜ୍‌ରେ ୧୦୫ଟି ବସ୍‌ ଚାଲିଛି ।…

ଭୁବନେଶ୍ୱରରେ ନଭେମ୍ବର ୨ରୁ ଆହୁରି ୧୭ଟି ରୁଟ୍‌ରେ ଚାଲିବ ‘ମୋ ବସ୍‌’, ଜାଣନ୍ତୁ ସମ୍ପୂର୍ଣ ତଥ୍ୟ

ଭୁବନେଶ୍ୱର: ଅନ୍‌ଲକ୍‌-୫ ଶେଷ ହେଇଯାଇଥିବାବେଳେ ବେଳେ, ଆରମ୍ଭ ହୋଇଯାଇଛି ଅନ୍‌ଲକ୍‌-୬ । ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ନଭେମ୍ବର ୨ ତାରିଖ ଠାରୁ ଆହୁରି ୧୭ଟି ରୁଟରେ ‘ମୋ ବସ୍‌’ ଚାଲିବ। ‘ମୋ ବସ’ ସେବାକୁ ପରିଚାଳନା କରୁଥିବା କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ…

ବିଶ୍ବ ପର୍ଯ୍ୟଟନ ଦିବସରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ରକୁ ଆଜିଠାରୁ ଗଡିଲା ମୋ ବସ୍‌

କେନ୍ୟୁଜ୍(ବ୍ୟୁରୋ): ବିଶ୍ବ  ପର୍ଯ୍ୟଟନ ଦିବସରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର।  ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ରକୁ ଆଜିଠାରୁ ଗଡିଲା ମୋ ବସ୍‌। ରୁଟ୍‌ ନମ୍ବର ୫୦ରେ ମାଷ୍ଟରକ୍ୟାଣ୍ଟିନରୁ ବସ୍‌ ବାହାରି ପୁରୀ ଯାଇଛି। ସେହିପରି କୋଣାର୍କକୁ ରୁଟ୍‌ ନମ୍ବର ୭୦ରୁ ବାହାରିଛି ବସ୍‌। ମୋ…

କଟକ ଓଏମପି ଓଭର ବ୍ରିଜ ଉପରେ ହଠାତ୍ ମୋ ବସରେ ଲାଗିଲା ନିଆଁ, ଦେଖନ୍ତୁ ଭିଡିଓ

କଟକ :ଗତକାଲି କଟକ ଓଏମପି ଓଭର ବ୍ରିଜ ଉପରେ ଏକ ମୋ ବସରେ ହଠାତ୍ ନିଆଁ ଲାଗିଯାଇଥିଲା। ସଟ୍ ସର୍କିଟ ଯୋଗୁ ନିଆଁ ଲାଗିଥିବା କୁହାଯାଇଛି। ଦେଖନ୍ତୁ ଭିଡଓ: ବସରେ ୪ଜଣ ପ୍ୟାସେଞ୍ଜର ଥିବା ସୂଚନା ମିଳିଛି। ତେବେ କାହାର ବି କିଛି କ୍ଷତି ହୋଇନାହିଁ। ଉପସ୍ଥିତି ବୁଦ୍ଧି ଖଟାଇ ନିଆଁକୁ ଆୟତ…

ଆଜିଠାରୁ ଭୁବନେଶ୍ୱର ଓ କଟକରୁ ପୁଣି ଆରମ୍ଭ ହେଲା ‘ମୋ ବସ୍’ ଚଳାଚଳ, ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଚାଲିବ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରୁ ଆଜିଠାରୁ ‘ମୋ ବସ୍’ ଚଳାଚଳ ପୁଣି ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଭୁବନେଶ୍ୱର ଓ କଟକରୁ ୮ଟି ରୁଟ୍‌ରେ ‘ମୋ ବସ୍’ ଗଡ଼ିଛି । ଏହି ସବୁ ବସ୍ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଚାଲିବ ।‌ ଭୁବନେଶ୍ୱର ଓ କଟକରେ ଅତି ଗୁରୁତ୍ୱପୂର୍ଣ୍ଣ ୧୧, ୧୬, ୧୮, ୨୦, ୨୩,…

ଆସନ୍ତାକାଲି ଠାରୁ ଭୁବନେଶ୍ବର ଗଡ଼ିବ ମୋ ବସ୍, ୮ଟି ରୁଟ୍‌ରେ ଚାଲିବ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ଠାରୁ ଭୁବନେଶ୍ବର ଗଡ଼ିବ ମୋ ବସ୍‌ । କରୋନା କଟକଣାରେ ଗଡିବ ମୋ ବସ୍।   ଲକ୍‌ଡାଉନ ପରେ ପୁଣି ଆରମ୍ଭ ହୋଇଛି ମୋ ବସ୍‌ ସେବା । ୮ଟି ରୁଟ୍‌ରେ ଚାଲିବ ମୋ ବସ୍‌ । ଅଣ  ଏସି ବସ୍ ଏହି ୮ଟି ରୁଟରେ ଯିବାଆସିବା କରିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି।  ।…