ଫାୟାର ଷ୍ଟେସନ ଛକରେ ଦୁର୍ଘଟଣା, ସ୍କୁଟି ଚାଳକଙ୍କୁ ଧକ୍କା ଦେଲା ମୋ ବସ୍

ଭୁବନେଶ୍ୱର ଫାୟାର ଷ୍ଟେସନ ଛକ ବିବେକାନନ୍ଦ ହସ୍ପିଟାଲ ନିକଟରେ ଦୁର୍ଘଟଣା । ସ୍କୁଟି ଚାଳକଙ୍କୁ ଧକ୍କା ଦେଲା ମୋ ବସ୍  ।  ଫଳରେ ସ୍କୁଟି ଚାଳକ ଗୁରୁତର ଭାବରେ  ଆହତ ହୋଇଛନ୍ତି । 

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଫାୟାର ଷ୍ଟେସନ ଛକ ବିବେକାନନ୍ଦ ହସ୍ପିଟାଲ ନିକଟରେ ଦୁର୍ଘଟଣା । ସ୍କୁଟି ଚାଳକଙ୍କୁ ଧକ୍କା ଦେଲା ମୋ ବସ୍  ।  ଫଳରେ ସ୍କୁଟି ଚାଳକ ଗୁରୁତର ଭାବରେ  ଆହତ ହୋଇଛନ୍ତି ।  ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।  ସେପଟେ ଦୁର୍ଘଟଣା ଘଟାଇଥିବା ମୋ ବସ୍  କୁ ଅଟକ ରଖି ପୋଲିସ ଛାନଭିନ୍ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.