Below header
Browsing Tag

scooty rider

ରାସ୍ତାରେ ଯାଉ ଯାଉ ହଠାତ ସ୍କୁଟି ଚଢ଼ାଳିଙ୍କ ଉପରକୁ ମାଡ଼ିଗଲା ଷଣ୍ଢ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବ୍ୟକ୍ତି

ବଢ଼ିଚାଲିଛି ଷଣ୍ଢଙ୍କ ଉତ୍ପାତ । ରାସ୍ତାରେ ଯାଉ ଯାଉ ହଠାତ ଲୋକଙ୍କୁ ଆକ୍ରମଣ କରୁଛନ୍ତି ଷଣ୍ଢ । ଷଣ୍ଢଙ୍କ ଆକ୍ରମଣରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଆପଣମାନେ ରାସ୍ତାରେ ଗାଡ଼ି ଚଳାଇ ଯିବା ସମୟରେ ସାବଧାନ ରୁହନ୍ତୁ ନଚେତ ଆପଣ ବି ଷଣ୍ଢ ଆକ୍ରମଣର ଶିକାର ହୋଇପାରନ୍ତି । କାରଣ…

ଫାୟାର ଷ୍ଟେସନ ଛକରେ ଦୁର୍ଘଟଣା, ସ୍କୁଟି ଚାଳକଙ୍କୁ ଧକ୍କା ଦେଲା ମୋ ବସ୍

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଫାୟାର ଷ୍ଟେସନ ଛକ ବିବେକାନନ୍ଦ ହସ୍ପିଟାଲ ନିକଟରେ ଦୁର୍ଘଟଣା । ସ୍କୁଟି ଚାଳକଙ୍କୁ ଧକ୍କା ଦେଲା ମୋ ବସ୍  ।  ଫଳରେ ସ୍କୁଟି ଚାଳକ ଗୁରୁତର ଭାବରେ  ଆହତ ହୋଇଛନ୍ତି ।  ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।  ସେପଟେ ଦୁର୍ଘଟଣା…