ପୁଣି ଜଟଣୀ ରେଲୱେ ଅଣ୍ଡର ପାସରେ ଫସିଲା ମୋ ବସ, ଜେସିବି ସାହାଯ୍ୟରେ କଢାଗଲା

ଅଣ୍ଡର ପାସରେ ଦୁଇ ପଟୁ ପାଣି ଜମିଛି । ମୋ ବସ ଯାଉଥିବା ବେଳେ ଇଞ୍ଜିନରେ ପାଣି ପସିଯିବାରୁ ଗାଡି ଆଉ ଷ୍ଟାର୍ଟ ହୋଇନଥିଲା । ଯାହା ଫଳରେ ଜେସିବି ସାହାଯ୍ୟରେ ବସକୁ କଢାଯାଇଛି ।

କେନ୍ୟୁଜ୍(ବ୍ୟୁରୋ): ଜଟଣୀ ରେଲୱେ ଅଣ୍ଡର ପାସରେ ପୁଣି ଫସିଲା ମୋ ବସ । ଅଣ୍ଡର ପାସରେ ଦୁଇ ପଟୁ ପାଣି ଜମିଛି । ମୋ ବସ ଯାଉଥିବା ବେଳେ ଇଞ୍ଜିନରେ ପାଣି ପସିଯିବାରୁ ଗାଡି ଆଉ ଷ୍ଟାର୍ଟ ହୋଇନଥିଲା । ଯାହା ଫଳରେ ଜେସିବି ସାହାଯ୍ୟରେ ବସକୁ କଢାଯାଇଛି । ପୁର୍ବରୁ ମଧ୍ୟ ଜଟଣୀ ରେଲୱେ ଅଣ୍ଡର ପାସରେ ଏଭଳି ଭାବରେ ଏକ ମୋ ବସ ଫସିଥିଲା। ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.