Below header

ଆଜି ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ବର(କେନ୍ୟୁଜ୍) : ଆଜି ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ। ସଚିବାଳୟରେ ବୈଷୟିକ ଶିକ୍ଷା ମନ୍ତ୍ରୀ ତୁଷାରକାନ୍ତି ବେହେରା ଅପରାହ୍ନ ୧୨ଟାରେ ରେଜଲ୍ଟ ଘୋଷଣା କରିବେ। ଏହାପରେ ୱେବସାଇଟରେ ଉପଲବ୍ଧ ହେବେ ପରୀକ୍ଷାଫଳ। ବି.ଫାର୍ମା, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ ବିଏସ୍‌ସି, ଲାଟେରାଲ୍‌ ଫାର୍ମାସି ଓ ବିଟେକ୍‌ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀମାନେ ଓଜେଇଇ ଦେଇଥିଲେ। ଚଳିତବର୍ଷ ରାଜ୍ୟରେ ୫୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୨୫ ହଜାର ୭୩୨ ଛାତ୍ରଛାତ୍ରୀ ଅଫ୍‌ ଲାଇନରେ ଓଜେଇଇ ପରୀକ୍ଷା ଦେଇଥିଲେ। ପରେ ଅନ୍‌ ଲାଇନ ପ୍ରବେଶିକା ଅନୁଷ୍ଠିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.