Below header

ଗୁଣୁପୁରରେ ଗୋଟିଏ ବଜ୍ରକାପ୍ତା ଉଦ୍ଧାର

ଗୁଣୁପୁର (କେନ୍ୟୁଜ୍) : ଗୁଣୁପୁରରୁ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛି ଗୁଣୁପୁର ପୋଲିସ। ଗୁଣୁପୁର ପୋଲିସ ଗତକାଲି ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ପଦ୍ମପୁରରୁ ଭୁବନେଶ୍ୱର ଯାଉଥିବା କାରକୁ ଅଟକ ରଖି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ। ତା ସହ ୫ଜଣଙ୍କୁ ଗୁଣୁପୁର ଥାନାରେ ଅଟକ ରଖାଯାଇଥିଲା। ପରେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ୫ଟି ମୋବାଇଲ୍, ଗୋଟିଏ କାର୍ ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.