ଢେଙ୍କାନାଳ ଜବାହାର ଚୌକ ନିକଟରେ ଅଘଟଣ: ଘର ନିର୍ମାଣ ବେଳେ ପୁରୁଣା ଘର କାନ୍ଥ ଭୁଶୁଡ଼ି ଜଣେ ମୃତ, ୨ଗୁରୁତର

ଢେଙ୍କାନାଳ(କେନ୍ଯୁଜ୍):  କାନ୍ଥ ଭୁଶୁଡ଼ି ଜଣେ ମୃତ, ୨ଗୁରୁତର। ଢେଙ୍କାନାଳ ଜବାହାର ଚୌକ ନିକଟରେ ଅଘଟଣ। ଘର ନିର୍ମାଣ ବେଳେ ପୁରୁଣା ଘର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଭଙ୍ଗା କାନ୍ଥ ତଳେ ଶ୍ରମିକଙ୍କ ଉପରେ ମାଡ଼ି ବସିଥିଲା। ଗୁରୁତରମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଅଘଟଣ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.