Below header

ବୁର୍ଲା ଭିମସାରରେ ୯ ଜଣ ଡାକ୍ତର ଓ ଜଣେ କର୍ମଚାରୀ କରୋନା ସଂକ୍ରମିତ

ସମ୍ବଲପୁର: ବୁର୍ଲା ଭିମସାରରେ ୯ ଜଣ ଡାକ୍ତର ଓ ଜଣେ କର୍ମଚାରୀ କରୋନା ସଂକ୍ରମିତ । ସମସ୍ତେ କରୋନା ପଜିଟିଭ ଜଣାପଡ଼ିବା ପରେ ମେଡିସିନ୍‌ ବିଭାଗର OPDକୁ ବନ୍ଦ କରିଦିଆଯାଇଛି। ଏସବୁ ସ୍ଥାନ ସାନିଟାଇଜ୍‌ କରାଯିବା ପରେ ଆସନ୍ତାକାଲି OPDକୁ ପୁଣି ଖୋଲାଯିବ । ଏନେଇ ସୂଚନା ଦେଇଛନ୍ତି, ଭିମସାର ନିର୍ଦ୍ଦେଶକ ଡାକ୍ତର ଲଳିତ ମେହେର। ସେପଟେ ଆଜି ସମ୍ବଲପୁରରେ ୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.