Below header

ଶିଶୁର ବେକରୁ ବାହାରିଲା ରଡ, ବ୍ରହ୍ମପୁର ଏମକେସିଜିରେ ଅପରେସନ ସଫଳ

ବ୍ରହ୍ମପୁର(କେନ୍ୟୁଜ) : ବ୍ରହ୍ମପୁର ଏମକେସିଜିରେ ଦୀର୍ଘ ସମୟର ଅପରେସନ ପରେ ଶିଶୁର ବେକରୁ ବାହାରିଲା ରଡ। ଖଲିକୋଟ ବ୍ଲକ ଖଣ୍ଡଦେଉଳି ଗାଁର ଯାଜ୍ଞସେନୀ ଗୌଡ଼ଙ୍କ ୪ବର୍ଷର ଶିଶୁ ଖେଳୁଥିବା ବେଳେ ବେକରେ ରଡ଼ ପଶିଯାଇଥିଲା। ଶିଶୁକୁ ନେଇ ସାଙ୍ଗେ ସାଙ୍ଗେ ଏମକେସିଜି ଆସିଥିଲେ ମଧ୍ୟ ଚିକିତ୍ସାରେ ଅବହେଳା ଅଭିଯୋଗ ହୋଇଥିଲା । ତେବେ ସ୍ଥାନୀୟ ସାମ୍ବାଦିକଙ୍କ ହସ୍ତକ୍ଷେପ ଫଳରେ ବର୍ତ୍ତମାନ ଶିଶୁର ଚିକିତ୍ସା ଆରମ୍ଭ ହେବା ସହ ଅପରେସନ ସଫଳ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.