Browsing Tag

mkcg berhampur

ଏମକେସିଜି ବରିଷ୍ଠ କିରାଣୀଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ ଓ ହାତରେ ଖଣ୍ଡା ଚୋଟ ବାଜି ଗୁରୁତର

ବ୍ରହ୍ମପୁର: ଏମକେସିଜି ବରିଷ୍ଠ କିରାଣୀଙ୍କୁ ମରଣାନ୍ତକ ଆକ୍ରମଣ । ମେଡିକାଲରୁ ଘରକୁ ଫେରୁଥିବା ସମୟରେ ଖୋଡାସୀଙ୍ଗି କୁଠାରୀ ସାହି ଛକରେ ତିନିଜଣ ମୁଖାଧାରୀ ଯୁବକ ବାଇକରେ ଆସି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ । ତାଙ୍କ ଗୋଡ ଓ ହାତରେ ଖଣ୍ଡା ଚୋଟ ବାଜି ଗୁରୁତର ହୋଇଛି । ପ୍ରାଥମିକ…

ପୂର୍ବାପେକ୍ଷା ବର୍ତ୍ତମାନ ଚକ୍ଷୁଦାନ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି: ଦୃଷ୍ଟିବାଧିତଙ୍କ ପାଇଁ ବରଦାନ ପାଲଟିଛି…

ବ୍ରହ୍ମପୁର:  ଚକ୍ଷୁ ଦାନ କଲେ ଆର ଜନ୍ମରେ କୌଣସି ଅଙ୍ଗ ଖରାପ ହୋଇଥାଏ ବୋଲି ରହିଛି ଅନ୍ଧବିଶ୍ୱାସ । କିନ୍ତୁ ଏହି ଅନ୍ଧବିଶ୍ୱାସ ଉପରେ ଧିରେ ଧିରେ ଲୋକଙ୍କ ଆସ୍ଥା ମଧ୍ୟ ତୁଟିସାରିଛି । କାରଣ ପୂର୍ବ ଅପେକ୍ଷା ବର୍ତ୍ତମାନ ଚକ୍ଷୁଦାନ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି । ବ୍ରହ୍ମପୁର…

ପିଲା ଚୋରୀ ହାଇଡ୍ରାମା, ଶାଶୂଘରକୁ ଭୂଆଁ ବୁଲାଇବା ପାଇଁ ଶିଶୁ ଚୋରି ଅଭିଯୋଗ

ବ୍ରହ୍ମପୁର(କେନ୍ୟୁଜ): ବ୍ରହ୍ମପୁର ଶାଶୂଘରକୁ ଭୂଆଁ ବୁଲାଇବାକୁ ଶିଶୁ ଚୋରି ଅଭିଯୋଗ। ବ୍ରହ୍ମପୁର ଏମକେସିଜି ମେଡିକାଲରେ ଶିଶୁ ଚୋରି ଅଭିଯୋଗ ଆଣି ହଲାପଟା କରିଛନ୍ତି ଜଣେ ମହିଳା। ବ୍ରହ୍ମପୁର ଅଞ୍ଚଳର ମହିଳା ଜଣକ ଇଚ୍ଛାପୁରମରେ ବିବାହ କରିଥିଲେ। ଗର୍ଭବତୀ ହୋଇଥିବା ନେଇ ଶାଶୂଘରକୁ ଜଣାଇ…

ଶିଶୁର ବେକରୁ ବାହାରିଲା ରଡ, ବ୍ରହ୍ମପୁର ଏମକେସିଜିରେ ଅପରେସନ ସଫଳ

ବ୍ରହ୍ମପୁର(କେନ୍ୟୁଜ) : ବ୍ରହ୍ମପୁର ଏମକେସିଜିରେ ଦୀର୍ଘ ସମୟର ଅପରେସନ ପରେ ଶିଶୁର ବେକରୁ ବାହାରିଲା ରଡ। ଖଲିକୋଟ ବ୍ଲକ ଖଣ୍ଡଦେଉଳି ଗାଁର ଯାଜ୍ଞସେନୀ ଗୌଡ଼ଙ୍କ ୪ବର୍ଷର ଶିଶୁ ଖେଳୁଥିବା ବେଳେ ବେକରେ ରଡ଼ ପଶିଯାଇଥିଲା। ଶିଶୁକୁ ନେଇ ସାଙ୍ଗେ ସାଙ୍ଗେ ଏମକେସିଜି ଆସିଥିଲେ ମଧ୍ୟ ଚିକିତ୍ସାରେ…