Below header

ଭୁବନେଶ୍ୱରରେ ଅପରେସନ୍‌ ‘ହ୍ଵାଇଟ୍‌ ସ୍ପାଇଡର’, ହୋଟେଲ ଓ ଲଜ୍‌ ପାଇଁ ଲଞ୍ଚ ହେଲା ନୂଆ ଆପ୍‌

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରେ ଅପରେସନ୍‌ ‘ହ୍ଵାଇଟ୍‌ ସ୍ପାଇଡର’ । ରାଜଧାନୀରେ ହୋଟେଲ ଓ ଲଜ୍‌ ପାଇଁ ଲଞ୍ଚ ହେଲା ନୂଆ ଆପ୍‌ । ପ୍ରଥମଥର ଲଞ୍ଚ ହୋଇଥିବା ଏହି ଆପ୍‌ର ନାଁ ହେଉଛି ‘ସରାଇ’ । ଏହି ଆପ୍‌ ମାଧ୍ୟମରେ ହୋଟେଲ ମାଲିକ ପ୍ରତ୍ୟେକ ଦିନ ପୋଲିସକୁ ତଥ୍ୟ ଦେଇପାରିବେ ।

ଭୁବନେଶ୍ୱରକୁ ଡ୍ରଗ୍ସ ମୁକ୍ତ କରିବା ପ୍ରଥମ ଚେଷ୍ଟା ରହିବ। ଏଥିପାଇଁ ଆରମ୍ଭ ହୋଇଛି ଅପରେସନ୍‌ ହ୍ଵାଇଟ୍‌ ସ୍ପାଇଡର୍‌ । ଷ୍ଟ୍ରିଟ୍‌ କ୍ରାଇମ୍‌ ରୋକିବା ସହ ବସ୍ତିରେ ଡ୍ରଗ୍ସ କାରବାରରେ ଲିପ୍ତ ରହୁଥିବା ପିଲାଙ୍କ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.