Below header

ଅଭାବୀ ବିକ୍ରିର ସମ୍ମୁଖୀନ ଧାନଚାଷୀ, ମଣ୍ଡି ଖୋଲିନଥିବାରୁ କମ୍‌ ଦାମରେ ବିକ୍ରି କରୁଛନ୍ତି ଧାନ

ଗଞ୍ଜାମ: ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଚାଷୀ । ମଣ୍ଡି ଖୋଲିନଥିବାରୁ କମ୍‌ ଦାମରେ ଧାନ ବିକ୍ରି କରୁଛନ୍ତି । ଆନ୍ଧ୍ରରୁ ବେପାରୀ ଆସି ଚାଷୀଙ୍କ ଖଳାରୁ ଧାନ ଉଠାଉଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ ମଣ୍ଡି ଖୋଲିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.