Below header

ପୁରୀ ମଙ୍ଗୁ ମଠରେ ପଞ୍ଜାବ-ଅମୃତସରର ୩ ଜଣିଆ ଟିମ୍‌

ପୁରୀ(କେନ୍ୟୁଜ୍): ପୁରୀ ମଙ୍ଗୁ ମଠରେ ପଞ୍ଜାବ ଟିମ୍‌। ପଞ୍ଜାବ-ଅମୃତସରର ୩ ଜଣିଆ ଟିମ୍‌ ଆସିଛନ୍ତି। ୩ ଜଣିଆ ଟିମ୍‌ରେ ଅଛନ୍ତି ଗୁରୁଦ୍ୱାରା କମିଟି ସଦସ୍ୟ। ନିକଟରେ ମଙ୍ଗୁ ମଠ ଭଙ୍ଗାଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାପରେ ମଠକୁ ନ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ। ତାସହ ଗୁରୁଦ୍ୱାର କମିଟିର ଏକ ଟିମ୍‌ ପୁରୀ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା ବି କରିଥିଲେ। ଏବେ ୩ ଜଣିଆ ଟିମ୍‌ ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.