ପୁରୀ ମଙ୍ଗୁ ମଠରେ ପଞ୍ଜାବ-ଅମୃତସରର ୩ ଜଣିଆ ଟିମ୍
ପୁରୀ(କେନ୍ୟୁଜ୍): ପୁରୀ ମଙ୍ଗୁ ମଠରେ ପଞ୍ଜାବ ଟିମ୍। ପଞ୍ଜାବ-ଅମୃତସରର ୩ ଜଣିଆ ଟିମ୍ ଆସିଛନ୍ତି। ୩ ଜଣିଆ ଟିମ୍ରେ ଅଛନ୍ତି ଗୁରୁଦ୍ୱାରା କମିଟି ସଦସ୍ୟ। ନିକଟରେ ମଙ୍ଗୁ ମଠ ଭଙ୍ଗାଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାପରେ ମଠକୁ ନ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…