Below header

ପାଣିକୋଇଲି ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା, ଡ୍ରାଇଭର ସମେତ ୬ ଆହତ

ଯାଜପୁର ରୋଡ ( କେ ନ୍ୟୁଜ) : ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ଟୁରିଷ୍ଟ ବସ୍ । ପାଣିକୋଇଲି ଟୋଲ ପ୍ଲାଜା ନିକଟରେ ଜୟ ମାତାଦି ନାମକ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ବସ୍ ଟ୍ରକ ପଛକୁ ଧକ୍କା ଦେବାରୁ ଡ୍ରାଇଭର ସମେତ ୬ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.