ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍ ବଜାର ସିଲ୍: ଠିକ୍ ନାହିଁ ପରିମଳ, ଅଗ୍ନିନିର୍ବାପନ ଓ ପାର୍କିଂ ବ୍ୟବସ୍ଥା
ଭୁବନେଶ୍ୱର : ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍ ବଜାର ସିଲ୍ । ବିଏମ୍ସି କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି । ପରିମଳ ଓ ଅଗ୍ନିନିର୍ବାପନ ବ୍ୟବସ୍ଥା ଠିକ୍ ନାହିଁ । ଏହା ସହ ପାର୍କିଂ ସମସ୍ୟା ରହିଥିବାରୁ ସିଲ୍ କରାଯାଇଛି ।