Below header

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ୬୦ ଜଣ ଯାତ୍ରୀ

ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ରମ୍ଭା ଥାନା ସୁବଳୟା ନିକଟରେ ଦୁର୍ଘଟଣା ଘଟିଛିରୀରୁ ଜଗନ୍ନାଥ ଦର୍ଶନ ସାରି ତିରୁପତି ଅଭିମୁଖେ ଯାଉଥିଲା ଏହି ତୀର୍ଥଯାତ୍ରୀ ବସ୍‌ । ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ସୁବଳୟା ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଗଞ୍ଜାମ (କେନ୍ୟୁଜ): ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ୬୦ ଜଣ ଯାତ୍ରୀ । ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ରମ୍ଭା ଥାନା ସୁବଳୟା ନିକଟରେ ଘଟିଛି ଦୁର୍ଘଟଣା ।

ସୂଚନା ଅନୁଯାୟୀ ୬୦ ଦିନ ତଳେ ଚାରିଧାମ ଦର୍ଶନ ପାଇଁ ମଧ୍ୟ୍ୟପ୍ରଦେଶରୁ ଏକ ବସ ଯୋଗେ ୬୦ ଜଣ ବାହାରିଥିଲେ l ପୁରୀରୁ ଜଗନ୍ନାଥ ଦର୍ଶନ ସାରି ତିରୁପତି ଅଭିମୁଖେ ଯାଉଥିଲା ଏହି ତୀର୍ଥଯାତ୍ରୀ ବସ୍‌ । ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ସୁବଳୟା ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନଥିବା ବେଳେ ସେମାନେ ନିକଟରେ ଥିବା ସୁବଳୟା ପଂଚାୟତ ଗୃହରେ ରହିଛନ୍ତି। ଭାରସ୍ୟାମ ହରାଇ ବସଟି ଦୁର୍ଘଟଣା ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.