Below header

ପୋଲାଭରମ୍‌ ପ୍ରକଳ୍ପ : ଓଡ଼ିଶା ସମେତ ୬ଟି ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ପୋଲାଭରମ୍‌ ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ପ୍ରକଳ୍ପ ସହ ଜଡ଼ିତ ସମସ୍ତ ୬ଟି ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ୍‌ ଜାରି କରିଛନ୍ତି । ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକକୁ ନୋଟିସ୍‌ ଜାରି କରାଯାଇଛି । ପ୍ରକଳ୍ପ ଦ୍ୱାରା କେତେ ପ୍ରଭାବିତ ହେବେ ଓ କ’ଣ କ୍ଷତି ହେବ, ଆସନ୍ତା ବୁଧବାର ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ପ୍ରସଙ୍ଗ କ’ଣ, ସେନେଇ ତଥ୍ୟ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.