Below header

ଛତିଶଗଡ଼ର ସୁକମାରେ ପୋଲିସ- ମାଓବାଦୀ ଗୁଳିବିନିମୟ, କିଛି ମାଓବାଦୀଙ୍କ ମୃତ୍ୟୁ ସୂଚନା

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମାରେ ପୋଲିସ- ମାଓବାଦୀ ଗୁଳିବିନିମୟ । ପୋଲିସ୍‌ ଗୁଳିରେ କିଛି ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସୁକମା ଏସ୍‌ପି ସୁନୀଲ ଶର୍ମା । ଚିତାଗୁଫା ଜଙ୍ଗଲରେ ଏସ୍‌ଟିଏଫ, ଡିଆର୍‌ଜି ଏବଂ ସିଆରପିଏଫ୍‌ ଜବାନଙ୍କର ବଡ଼ ଧରଣର ଅପରେସନ୍‌ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.