Below header

ଲକ୍ଷ୍ନୌ ଗାର୍ଲ ଭଳି ଭୁବନେଶ୍ବର ରାଜ ରାସ୍ତାରେ ବାର ଗାର୍ଲଙ୍କ ହଙ୍ଗାମା, ନିଶାଶକ୍ତ ହୋଇ ରାସ୍ତାରେ କଲେ ହାଇଡ୍ରାମା  

ଭୁବନେଶ୍ୱର(କେନ୍ୟୁଜ୍):  ନିଶାଶକ୍ତ ଯୁବତୀଙ୍କ ଡ୍ରାମା। ଭୁବନେଶ୍ୱର ରୂପାଲି ଛକରୁ ଗିରଫ ହେଲେ ବାର୍‌ ଡ୍ୟାନ୍‌ସର। ନିଶାଶକ୍ତ ଅବସ୍ଥାରେ ରାସ୍ତା ମଝିରେ ହାଇଡ୍ରାମା। ଏପରିକି ପୋଲିସ ଗାଡିକୁ ବି ଛାଡିଲେନି। ମୋବାଇଲ ଚୋରି କରି ହୋଟେଲରୁ ଫେରାର ହୋଇଯାଇଥିଲେ।

ଲୋକଙ୍କ ହାତରେ ଧରାପଡ଼ିବା ପରେ ରୁପାଲି ଛକରେ ଆତଙ୍କ ଖେଳାଇଥିଲେ ନିଶାଶକ୍ତ ଯୁବତୀ। ଯୁବତୀ ଜଣଙ୍କ ଘର ଲୁଦ୍ଧିଆନାରେ। ସେ ଭୁବନେଶ୍ୱରରେ ବାର୍‌ ଡ୍ୟାନ୍‌ସର ଭାବେ କାମ କରନ୍ତି। ଗତକାଲି ରାତିରେ ଏହି ଘଟଣା ଘଟିବା ପରେ ପୋଲିସ ଯୁବତୀଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.