ଭଞ୍ଜନଗର ସବ୍ ଜେଲରୁ ବିଚାରଧୀନ କଏଦୀର ଝୁଲନ୍ତା ମୃତଦେହ ଉଦ୍ଧାର

ଭଞ୍ଜନଗର(କେନ୍ୟୁଜ୍): ଭଞ୍ଜନଗର ସବ୍ ଜେଲରୁ ଜଣେ ବିଚାରଧୀନ କଏଦୀର ଝୁଲନ୍ତା ମୃତଦେହ ଉଦ୍ଧାର। ଜେଲ୍ ର ଗାଧୁଆ ଘରୁ ମୃତଦେହ ଉଦ୍ଧାର ପରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ମିଳିଛି ।

ମୃତକ ହେଉଛନ୍ତି ଡୁମାକୁମ୍ପା ଗାଁର ତୋଫାନ ନାଇକ । ପୁରୁଣା ୱାରେଣ୍ଟ ବଳରେ ଗିରଫ ହୋଇ ସେ ଭଞ୍ଜନଗର ସବ୍ ଜେଲରେ ଥିଲା। ତେବେ ଏଯାଏ ମୃତ୍ଯୁର କାରଣ ଅସ୍ପଷ୍ଟ ରହିଥିବା ନେଇ ଭଞ୍ଜନଗର ଥାନାଧିକାରୀଙ୍କ ଠାରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.