Browsing Tag

commits suicide

ପାରିବାରିକ କଳହର କରୁଣ ପରିଣତି, ମାନସିକ ଚାପରେ ରହି ଜୀବନ ହାରିଲେ ସିଆରପିଏଫ୍ ଯବାନ

ବାଲିଗୁଡ଼ା : ପାରିବାରିକ କଳହର କରୁଣ ପରିଣତି । ଜୀବନ ହାରିଲେ ସିଆରପିଏଫ୍ ଯବାନ । ମାନସିକ ଚାପରେ ରହି ଜୀବନ ହାରିଥିବା ଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମୃତ ଯବାନ ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ନୂଆସାହି ଗାୟତ୍ରୀ କଲୋନୀରେ ରହୁଥିବା ଅଶୋକ ବେହେରା ।…

ଘର ଭିତରୁ ଶାଳୀ ଭିଣୋଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି

ନୀଳଗିରି : ଘର ଭିତରୁ ଶାଳୀ-ଭିଣୋଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।  ଏକା ସାଙ୍ଗରେ ଶାଳି ଓ ଭିଣୋଇ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।  ବାଲେଶ୍ବର ଚାନ୍ଦିପୁର ଥାନା ସାହଦା ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି…

ପ୍ରେମ ପ୍ରତାରଣା ଯୋଗୁଁ ଆତ୍ମହତ୍ୟା କଲେ ଛାତ୍ରୀ ! ପ୍ରେମିକଙ୍କ ନାମରେ ଅଭିଯୋଗ ଆଣିଲେ ପରିବାର

ମାଲକାନଗିରି : ପ୍ରେମ ଓ ପରେ ପ୍ରତାରଣା ଯୋଗୁଁ ଆତ୍ମହତ୍ୟା କଲେ ଛାତ୍ରୀ । ଏମିତି ଅଭିଯୋଗ ପ୍ରେମିକଙ୍କ ନାମରେ ଆଣିଲେ ପରିବାର ଲୋକ । ଏମିତି ଅଘଟଣ ଘଟିଛି ମାଲକାନଗିରି ଜିଲ୍ଲାର ଏକ ଘରୋଇ ନର୍ସିଙ୍ଗ କଲେଜରେ । ପ୍ରେମରେ ବିଫଳ ହେଲା ପରେ ଏହି ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ…

ବାହା ହେଲାନି ପୁଅ, ଆତ୍ମହତ୍ୟା କଲେ ବାପା-ମାଆ

ବ୍ରହ୍ମପୁର : ବାହା ହେବାକୁ ମନା କଲା ପୁଅ ।  ଆତ୍ମହତ୍ୟା କଲେ ବାପା, ମାଆ ।  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବି.ତୁରୁବୁଡି ପଂଚାୟତ ଲକ୍ଷ୍ମନାରାୟଣପୁରରେ ଅଭାବନୀୟ ଘଟଣା ଘଟିଛି ।  ଗତ ୧୨ ତାରିଖରେ ପୁଅକୁ ବାହାହେବାକୁ କହିଥିଲେ ବାପା ମାଆ ।  ହେଲେ ପୁଅ ଝଗଡା କରି ଚାଲିଯାଇଥିଲା । …

ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ଛାତ୍ର, କଲେଜ ବିରୋଧରେ ପରିବାର ଲୋକଙ୍କ ଅଭିଯୋଗ

ଭୁବନେଶ୍ୱର : କଲେଜ କର୍ତ୍ତୃପକ୍ଷଙ୍କ ନିର୍ଯାତନା ସହି ନ ପାରି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଛାତ୍ର । କଲେଜ ବିରୋଧରେ ପରିବାର ଲୋକଙ୍କ ଅଭିଯୋଗ ପରେ ତମଣ୍ଡୋ ଥାନାରେ ମାମଲା ରୁଜୁ  ।  ଗତକାଲି  ଲିଙ୍ଗରାଜ ଷ୍ଟେସନ ପାଖରେ ଟ୍ରେନରେ ଆତ୍ମହତ୍ୟା କରିଛନ୍ତି ଛାତ୍ର ତପନ ଆଚାର୍ଯ୍ୟ । ବୟସ…

ସିଆରପିଏଫ୍ କ୍ୟାମ୍ପ ଭିତରେ ଜୀବନ ହାରିଲେ ଯବାନ, ନିଜ ସର୍ଭିସ ରିଭଲଭରରେ ନିଜକୁ କଲେ ଗୁଳି

ମାଲକାନଗିରି (କେନ୍ୟୁଜ): ସିଆରପିଏଫ୍ କ୍ୟାମ୍ପ ଭିତରେ ଯବାନଙ୍କ ଆତ୍ମହତ୍ୟା । ୧୫୦ ବାଟାଲିୟନର ଜଣେ ଯବାନ ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ସୁକମା ଜିଲ୍ଲା ଦୋରରନାପାଲ ନିକଟରେ ଥିବା ସିଆରପିଏଫ୍ କ୍ୟାମ୍ପରେ…

ପ୍ରେମରେ ଅସଫଳ ହେବାରୁ ଆତ୍ମହତ୍ୟା ଉଦ୍ୟମ କଲେ ବିବାହିତ ଯୁବକ

ସୋରଡା : ଗଂଜାମ ଜିଲ୍ଲା ବଡଗଡ଼ ଥାନା ବୋରଦା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ବିବାହିତ ଯୁବକ ପ୍ରେମରେ ଅସଫଳ ହେବାରୁ ବୋରଦା ଛକରେ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପ୍ରଥମେ ଗ୍ରାମବାସୀଙ୍କ ସହଯୋଗରେ ବଡଗଡ଼ ମେଡିକାଲ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର…

ବାଜବାଟି ଗାଁରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା, ଫସଲ କ୍ଷତିଗ୍ରସ୍ତ ଯୋଗୁ ଆତ୍ମହତ୍ୟା ଅଭିଯୋଗ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଖର ପଞ୍ଚାୟତ ଅଧୀନ ବାଜବାଟି ଗ୍ରାମରେ ବିଷ ପିଇ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଗ୍ରାମର ନିତ୍ୟାନନ୍ଦ ପରିଡା। ନିତ୍ୟାନନ୍ଦ ୨ଦିନ ତଳେ ବାଜବାଟି ମୌଜାରେ ଥିବା ଚାଷଜମିକୁ ଯାଇଥିଲେ। ଜମିରେ ପାଣି ନଥିବାରୁ ଧାନ ଗଛ…

ବେକରେ ଗାମୁଛା ଲଗାଇ ଝୁଲିପଡିଲେ ଯବାନ ! କାରଣ ଖୋଜୁଛି ପୋଲିସ

ବାଲିଗୁଡ଼ା (କେନ୍ୟୁଜ): ସିଆର୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଅବସ୍ଥିତ ସିଆରପିଏଫ୍‌ର ୨୧୭ ବାଟାଲିୟନ୍‌ର ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ବାଲିଗୁଡ଼ାରେ ଅବସ୍ଥିତ ସିଆରପିଏଫ୍‌ର ୨୧୭…

ସାଙ୍ଗର ଅଶ୍ଳୀଳ ଫଟୋ ଭାଇରାଲ୍ କଲେ ବାନ୍ଧବୀ, ଲୋକଲଜ୍ଜା ଭୟରେ କଲେ ଆତ୍ମହତ୍ୟା, ୭ କୋର୍ଟ ଚାଲାଣ

ବାନ୍ଧବୀ ସାଜିଲା ବଇରି । ଝିଅ ସାଙ୍ଗର ଅଶ୍ଳୀଳ ଫଟୋ ଭାଇରାଲ୍ କଲେ ବାନ୍ଧବୀ । ଏହାପରେ ଆତ୍ମହତ୍ୟା କଲେ ଯୁବତୀ । ଏହି ଘଟଣାରେ ବାନ୍ଧବୀ ସମେତ ୭ ଜଣଙ୍କୁ ଗିରଫ କରିଛି ପୋଲିସ । କଟକ ଜିଲ୍ଲା ମାହାଙ୍ଗା ଥାନା କୋଳିଅଠା ଗାଁରେ ଏହି ଘଟଣା ଘଟିଛି । ଗିରଫ ଯୁବତୀଙ୍କ ଘର ଯାଜପୁର ଜିଲ୍ଲା…

ଫାଶୀ ଲଗାଇ ଝୁଲିପଡିଲେ ଲୋକପ୍ରିୟ ଆର୍ଟ ଡାଇରେକ୍ଟର ନୀତିନ ଦେଶାଇ; ଲଗାନ, ଦେବଦାସ ଫିଲ୍ମରେ କରିଛନ୍ତି କାମ

ଲୋକପ୍ରିୟ ଆର୍ଟ ଡାଇରେକ୍ଟର ନୀତିନ ଦେଶାଇଙ୍କ ଆତ୍ମହତ୍ୟା । ମୁମ୍ବାଇର ପ୍ରାୟ ୮୦ କିମି ଦୂର କର୍ଜତ ଅଞ୍ଚଳରେ ନିର୍ମିତ ଏନଡି ଷ୍ଟୁଡିଓରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଜି ସକାଳୁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ନୀତିନ…

ଅଶ୍ଳୀଳ ଫଟୋ ଭାଇରାଲ ପରେ ଜୀବନ ହାରିଲେ ଛାତ୍ରୀ

ସାଲେପୁର(କେନ୍ୟୁଜ୍‌) : ଅଶ୍ଳୀଳ ଫଟୋ ଭାଇରାଲ ପରେ ଜୀବନ ହାରିଲେ ଛାତ୍ରୀ । ବେକରେ ରସି ଲଗାଇ ତାଙ୍କ ନିଜ ଘରେ ଆତ୍ମହତ୍ୟା କରିଛନ୍ତି l ଏଭଳି ଘଟଣା ଘଟିଛ କଟକ ଜିଲ୍ଲା ନିଶ୍ଚିତକୋଇଲିରେ । ମୃତ ଛାତ୍ରୀଙ୍କ ବାପା ଅଶ୍ଳୀଳ ଫଟୋ ଭାଇରଲ କରିଥିବା ଯୁବକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି l…