ଅଶ୍ଳୀଳ ଫଟୋ ଭାଇରାଲ ପରେ ଜୀବନ ହାରିଲେ ଛାତ୍ରୀ

ଅଶ୍ଳୀଳ ଫଟୋ ଭାଇରାଲ ପରେ ଜୀବନ ହାରିଲେ ଛାତ୍ରୀ । ବେକରେ ରସି ଲଗାଇ ତାଙ୍କ ନିଜ ଘରେ ଆତ୍ମହତ୍ୟା କରିଛନ୍ତି l ଏଭଳି ଘଟଣା ଘଟିଛ କଟକ ଜିଲ୍ଲା ନିଶ୍ଚିତକୋଇଲିରେ । ମୃତ ଛାତ୍ରୀଙ୍କ ବାପା ଅଶ୍ଳୀଳ ଫଟୋ ଭାଇରଲ କରିଥିବା ଯୁବକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି l

ସାଲେପୁର(କେନ୍ୟୁଜ୍‌) : ଅଶ୍ଳୀଳ ଫଟୋ ଭାଇରାଲ ପରେ ଜୀବନ ହାରିଲେ ଛାତ୍ରୀ । ବେକରେ ରସି ଲଗାଇ ତାଙ୍କ ନିଜ ଘରେ ଆତ୍ମହତ୍ୟା କରିଛନ୍ତି l ଏଭଳି ଘଟଣା ଘଟିଛ କଟକ ଜିଲ୍ଲା ନିଶ୍ଚିତକୋଇଲିରେ । ମୃତ ଛାତ୍ରୀଙ୍କ ବାପା ଅଶ୍ଳୀଳ ଫଟୋ ଭାଇରଲ କରିଥିବା ଯୁବକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି l

ଏହି ଘଟଣାକୁ ଗୋଟିଏ ଦିନ ବିତିଯାଇଥିଲେ ମଧ୍ୟ ନିଶ୍ଚିତକୋଇଲି ଥାନା ପୋଲିସ ଖାଲି ତଦନ୍ତ କରି ବସିଛି l ଅଭିଯୁକ୍ତକୁ କାହିଁକ ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ମୃତକଙ୍କ ପରିବାର l ଝିଅ ପାଇଁ ସେମାନେ ନ୍ୟାୟ ମାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.