Below header

ବାଲେଶ୍ୱର: ଦୁଇଟି ପୃଥ୍ଵୀ-୨ କ୍ଷେପଣାସ୍ତ୍ରର ପରୀକ୍ଷଣ, ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ହେଲା ଉତକ୍ଷେପଣ

ବାଲେଶ୍ବର(କେନ୍ୟୁଜ୍): ଦୁଇଟି ପୃଥ୍ଵୀ-୨ କ୍ଷେପଣାସ୍ତ୍ରର ପରୀକ୍ଷଣ । ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହି ପରୀକ୍ଷଣ କରାଯାଇଛି । ସଂଧ୍ୟା ୭ଟା ୩ ମିନିଟରେ ପ୍ରଥମ ଥର ପାଇଁ ପଛକୁ ପଛ ଦୁଇଟି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପୃଥ୍ଵୀ-୨ କ୍ଷେପଣାସ୍ତ୍ର ୧ହଜାର କେଜିର ଯୁଦ୍ଧାସ୍ତ୍ର ପରିବହନ କରିପାରିବ । ୩୫ କିଲୋମିଟର ଦୂରରେ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.