ସାଉଥ ଏସିଆନ୍‌ ଗେମସ୍‌ରେ ଭାଗନେବେ କିଟ୍‌ ଛାତ୍ରୀ ଶ୍ରୀୟଙ୍କା ଷଡଙ୍ଗୀ, ଡିସେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ହେବ ଏହି ଖେଳ

ଭୁବନେଶ୍ବର(କେନ୍ୟୁଜ୍):   କିଟ୍‌ ଛାତ୍ରୀ ଶ୍ରୀୟଙ୍କା ଷଡଙ୍ଗୀ ସାଉଥ ଏସିଆନ୍‌ ଗେମସ୍‌ରେ ଭାଗନେବେ । ଏଥର ନେପାଳରେ ଅନୁଷ୍ଠିତ ହେଉଛି ସାଉଥ ଏସିଆନ୍‌ ଗେମସ୍‌ । ସୁଟର ଶ୍ରୀୟଙ୍କା ଅନେକ ପଦକ ହାତେଇଥିବା ବେଳେ ଏବେ ସାଉଥ ଏସିଆନ୍‌ ଗେମସ୍‌ ପଦକ ଜିତିବା ଲକ୍ଷ୍ୟ ରଖିଛନ୍ତି । ଡିସେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ସାଉଥ ଏସିଆନ୍‌ ଗେମସ୍‌ ଚାଲିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.