Below header

ଧୂମଧାମରେ ପାଳିତ ହେଲା କୁମ୍ଭକାର ମାନଙ୍କ ପୁରାଳ ପଞ୍ଚମୀ ପୂଜା

କୁମ୍ଭକାର ମାନଙ୍କ ପୂର୍ବ ପୁରୁଷ ମାନେ ଏହି ପୂଜା କରି ଆସୁଥିବା ବେଳେ ବର୍ଷ କୁ ଥରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ। ତିନି ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଲୋକ ମାନେ ବେଶ ମନଭରି ଉପଭୋଗ କରିଥାନ୍ତି ।

ମୟୂରଭଞ୍ଜ (କେନ୍ୟୁଜ): କୁମ୍ଭକାର ମାନଙ୍କ ପୁରାଳ ପଞ୍ଚମୀ ପୂଜା। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ପହଣ୍ଡା ଗ୍ରାମ ରେ ବେଶ ଧୁମ ଧାମ ରେ ପାଳିତ ହୋଇ ଯାଇଛି ପୁରାଳ ପଞ୍ଚମୀ ରେ ଲକ୍ଷ୍ମୀ ନାରାୟଣ ପୂଜା। କୁମ୍ଭକାର ମାନଙ୍କ ପୂର୍ବ ପୁରୁଷ ମାନେ ଏହି ପୂଜା କରି ଆସୁଥିବା ବେଳେ ବର୍ଷ କୁ ଥରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ। ତିନି ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଲୋକ ମାନେ ବେଶ ମନଭରି ଉପଭୋଗ କରିଥାନ୍ତି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ର ପୂର୍ବତନ ଡେପୁଟି ମେୟର ଭାରତୀ ସିଂ ଯୋଗ ଦେଇ ଏହି କୁମ୍ଭକାର ପରିବାର ମାନେ କିପରି ଆଗକୁ ବଢ଼ି ପାରିବେ ଓ ସେମାନଙ୍କ କୌଳିକ ବୃତ୍ତି କୁ ବଞ୍ଚାଇବା ପାରିବେ ସେ ନେଇ ସମସ୍ତଙ୍କ ମଧ୍ୟ ରେ ସୁସମ୍ପର୍କ ର ଆବଶ୍ୟକତା ରହିଛି ବୋଲି କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.