ଆଜିଠାରୁ ମା ମଙ୍ଗଳାଙ୍କୁ ଲାଗିହେବ ଘୋଡଲାଗି ବେଶ, ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ଘୋଡ ବସ୍ତ୍ର
ମଣିଷ ଯେମିତି ଛଅ ଋତୁକୁ ଅନୁଭବ କରିଥାଏ ସେହିପରି ଦେବତାଙ୍କ ନିକଟରେ ମଧ୍ୟ ଋତୁ ଅନୁଯାଇ ସେବା ପୂଜା କରାଯାଇଥାଏ । ଗ୍ରୀଷ୍ମ ସମୟରେ ଶୀତଳତା ପ୍ରଦାନ ପାଇଁ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ , ସେହିପରି ଶୀତ ଦିନେ ମଧ୍ୟ ଶୀତ ଦାଉରୁ ରକ୍ଷା ପାଇଁ ଶୀତ ବସ୍ତ୍ର ପରିଧାନ କରିଥାନ୍ତି ଠାକୁର ।…