ଘନ କୁହୁଡ଼ରେ ଲୁଚିଗଲା ଶ୍ରୀମନ୍ଦିର, ଅଦୃଶ୍ୟ ହୋଇଗଲା ନୀଳଚକ୍ର

ଘନ କୁହୁଡ଼ରେ ଲୁଚିଗଲା ଶ୍ରୀମନ୍ଦିର । ଅଦୃଶ୍ୟ ହୋଇଗଲା ଶ୍ରୀମନ୍ଦିର ନୀଳଚକ୍ର । ଘନ କୁହୁଡି ହେତୁ ଅନେକ ସମୟ ଧରି ଭକ୍ତ ନୀଳଚକ୍ର ଦର୍ଶନରୁ ବଞ୍ଚିତ ରହିଛନ୍ତି । ପତିତିପାବନଙ୍କ ଦର୍ଶନ କରିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା। ରାଧାବଲ୍ଲବ ମଠ ନିକଟ ନିଷିଦ୍ଧାଞ୍ଚଳ ବାହାରୁ ପତିତପାବନଙ୍କୁ ଦର୍ଶନ କରୁଥିବା ଭକ୍ତ ମାନଙ୍କ ଦର୍ଶନରେ ଟିକେ ସମସ୍ୟା ଉପୁଜିଥିଲା ।

ପୁରୀ(କେନ୍ୟୁଜ୍‌) : ଘନ କୁହୁଡ଼ରେ ଲୁଚିଗଲା ଶ୍ରୀମନ୍ଦିର । ଅଦୃଶ୍ୟ ହୋଇଗଲା ଶ୍ରୀମନ୍ଦିର ନୀଳଚକ୍ର । ଘନ କୁହୁଡି ହେତୁ ଅନେକ ସମୟ ଧରି ଭକ୍ତ ନୀଳଚକ୍ର ଦର୍ଶନରୁ ବଞ୍ଚିତ ରହିଛନ୍ତି । ପତିତିପାବନଙ୍କ ଦର୍ଶନ କରିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା। ରାଧାବଲ୍ଲବ ମଠ ନିକଟ ନିଷିଦ୍ଧାଞ୍ଚଳ ବାହାରୁ ପତିତପାବନଙ୍କୁ ଦର୍ଶନ କରୁଥିବା ଭକ୍ତ ମାନଙ୍କ ଦର୍ଶନରେ ଟିକେ ସମସ୍ୟା ଉପୁଜିଥିଲା ।

ବଡ଼ଦାଣ୍ଡରେ ଲାଇଟ ଲଗାଇ ଗାଡ଼ି ଚଳାଚଳ କରୁଥିବା ଦେଖିବାକୁ ମିଳିଛି । କୁହୁଡ଼ି ଚାଦର ତଳେ ଲୁଚିଗଲା ଅର୍କକ୍ଷେତ୍ର କୋଣାର୍କ । ଘନ କୁହୁଡ଼ି ଯୋଗୁଁ ଆଜି ଦୃଶ୍ୟମାନ ହୋଇ ନଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ଲୁଚିଯାଇଛି ବ୍ଲାକ ପାଗୋଡ଼ା। ଫଳରେ ଦୂରରୁ ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିରକୁ ଦେଖି ପାରି ନାହାଁନ୍ତି ।

Leave A Reply

Your email address will not be published.