Below header

ଜଟଣୀ ତହସିଲର ବିଭିନ୍ନ ଅଞ୍ଚଳରେ ବେଆଇନ୍ ପଥର,ବାଲି ଓ ମୋରମ ଚୋରା ଚାଲାଣ ବେଳେ ଚଢାଉ, ୨୦ଟି ଗାଡି ଜବତ

ଜଟଣୀ: ବେଆଇନ ପଥର,ବାଲି ଓ ମୋରମ ଚୋରା ଚାଲାଣ ବେଳେ ଚଢାଉ। ଜଟଣୀ ତହସିଲର ବିଭିନ୍ନ ଅଞ୍ଚଳର ଚଢାଉ କରି ବେଆଇନ ଚୋରା ଚାଲାଣ ହେଉଥିବା ଲଘୁଜ ଖଣିଜ ପଦାର୍ଥ ନେଉଥିବା ୨୦ଟି ଗାଡିକୁ ଜବତ କରାଯାଇଛି।

ଜଟଣୀ ତହସିଲ ଅଧୀନ ପିତାପଲ୍ଲୀ, ଗଙ୍ଗପଡ଼ା ଓ ଜଟଣୀ ଆଖପାଖ ଅଞ୍ଚଳରେ ୩ଟି ଟିମ୍‌ ଗଠନ କରି ତହସିଲ ପକ୍ଷରୁ ଚଢାଉ କରାଯାଇଥିଲା। ପଥର, ବାଲି ଓ ମୋରମ ଚୋରା ଚାଲାଣ କରୁଥିବା ୧୦ଟି ଟ୍ରକ, ୬ଟି ମିନି ଟ୍ରକ ଓ ୪ଟି ହାଇୱା ଗାଡିକୁ ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.