Below header

ସଡ଼କ ଦୁର୍ଘଟଣାରେ ଚାଲିଗଲେ ରାଇରଙ୍ଗପୁର SDJM

କରଞ୍ଜିଆ(କେନ୍ୟୁଜ୍): ଯଶିପୁର ଥାନା ଅନ୍ତର୍ଗତ ଚାଇନେବଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ଅପରାହ୍ନ ସମୟରେ କାର ଯୋଗେ  ଏସଡିଜେଏମ ଏବଂ ତାଙ୍କ ସ୍ୱାମୀ ଘରକୁ ଯାଉଥିବା ସମୟରେ ସଡ଼କ ଦୁର୍ଘଟଣା ଘଟିଛି । ରାଇରଙ୍ଗପୁରର SDJM ସ୍ମରଣିକା ପ୍ରଧାନ ଦୁର୍ଘଟଣାରେ ମୃତ ହେଇଛନ୍ତି । ସ୍ବାମୀ ସହିତ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ହେଇଥିଲା । ଯଶିପୁର ମେଡିକାଲ ଅଫିସର ମୃତ ହେଇଥିବାର ନେଇ ସୂଚନା ଦେଇଛନ୍ତି । ଘଟଣା ସ୍ଥଳରେ ଯଶିପୁର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

SDJM

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.