Below header

ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କୁ ରାଜ୍ୟସଭାକୁ ମନୋନୀତ ପାଇଁ ଦାବି, ରେସ୍‌ରେ ବହୁ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟସଭାର ୩ଟି ଆସନରେ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ କିଏ ସଂସଦକୁ ଯିବେ ତାହାକୁ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ରେସ୍‌ରେ ବହୁ ନେତାଙ୍କ ନାଁକୁ ନେଇ ଜୋର ଧରିଛି ଚର୍ଚ୍ଚା। ଇତିମଧ୍ୟରେ ପଶ୍ଚିମ ଓଡ଼ିଶା ଦଳିତ ସରକ୍ଷା ପରିଷଦ ପକ୍ଷରୁ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ରୀୟ ହରିପାଲଙ୍କୁ ରାଜ୍ୟସଭାକୁ ମନୋନିତ କରିବାକୁ ଦାବି ହୋଇଛି ।

press meetତେବେ ଏ ନେଇ ଜିତେନ୍ଦ୍ରୀୟ ଖୋଲା ଖୋଲି ଭାବେ କିଛି କହିନଥିଲେ ବି ମର୍ଯ୍ୟାଦାପୂର୍ଣ୍ଣ ଆସନ ପାଇଁ ଆଗ୍ରହୀ ଥିବା ସ୍ୱଷ୍ଟ କରିଛନ୍ତି । ଜଣେ ସୁନାମଧନ୍ୟ କଳାକାର ଭାବେ ରାଜ୍ୟ ପାଇଁ କିଛି କରିବାକୁ ଚାହୁଁଥିବା ସେ କହିଛନ୍ତି । ଦଳମତ ନିର୍ବଶେଷରେ ତାଙ୍କୁ ମନୋନୀତ କଲେ ଅଞ୍ଚଳର ବିକାଶ କରିବେ ବୋଲି ଜିତେନ୍ଦ୍ରୀୟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.