Below header

ଝାରସୁଗୁଡା ସହରର ମୁଙ୍ଗାପଡାରେ ବିରଳ ଧଳା କାଉ ଉଦ୍ଧାର

ଝାରସୁଗୁଡା: ଝାରସୁଗୁଡା ସହରର ମୁଙ୍ଗାପଡାରେ ବିରଳ ଧଳା କାଉ । ସ୍ଥାନୀୟ ଅଞ୍ଚଳର ଦିପ୍ତେଶ ସୋନିଙ୍କ ଘର ଆଗରେ ଏକ ଲୁହା ଗେଟ୍‌ରେ କାଉଟି ବସିଥିବାର ଦେଖିବାକୁ ମିଳିଥିଲା । ପରେ ଦିପ୍ତେଶ କାଉଟିକୁ ଦେଖି ଘରକୁ ଆଣିଥିଲେ । କାଉଟିର ଯତ୍ନ ନେବା ସହ ବନବଭାଗକୁ ଖବର ଦେଇଥିଲେ । ପରେ ବନବିଭାଗ କର୍ମଚାରୀ ପହଁଚି କାଉଟିକୁ ଉଦ୍ଧାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.