Below header

‘ୟସ’ ତାଣ୍ଡବ ଲିଳା ରଚି ଦେଇଗଲା, ଏବେ ପୁନରୁଦ୍ଧାର କାମ ଚାଲିଛି ଜୋରଦାର

କେନ୍ୟୁଜ୍(ବ୍ୟୁରୋ):  ବାତ୍ୟା ଓଡ଼ିଶା ଉପକୂଳ ଛାଡୁଛି । ତିନି ଚାରି ଘଣ୍ଟା ଉପକୂଳବର୍ତ୍ତ ଜିଲ୍ଲା ଗୁଡିକରେ ପ୍ରକୋପ ଦେଖାଇଛି । କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୟସ୍‌ ପ୍ରଭାବ ପକାଇଛି । ବେଶୀ କ୍ଷୟକ୍ଷତି ହୋଇଛି ଭଦ୍ରକ, ବାଲେଶ୍ୱର ଜିଲ୍ଲା । ବିଭିନ୍ନ ସ୍ଥାନରେ ରାସ୍ତାରେ ପଡିଛି ବଡ଼ ବଡ଼ ଗଛ । ବିଦ୍ୟୁତ୍‌ ଖୁଣ୍ଟି ଉପୁଡି ପଡିଛି ।

restoration 2

ବଡ଼ ବଡ଼ ହୋର୍ଡିଂ ସବୁକୁ ଫିଙ୍ଗି ଦେଇଛି ପବନ । ଏହାସହ ଜୋରଦାର ହେଉଛି ପୁନରୁଦ୍ଧାର କାମ ଚାଲିଛି । କୋଭିଡ ଗାଇଡଲାଇନ୍‌ ଓ ସତର୍କତା ସହ ଚାଲିଛି ପୁନରୁଦ୍ଧାର କାମ । ଘର ଓ ଗଛ ଉପରେ ଚଢ଼ି ଭାଙ୍ଗି ଯାଇଥିବା ଅଂଶକୁ ହଟାଉଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍‌ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.