Below header

ବ୍ରହ୍ମପୁର,ସଡ଼କ ଦୁର୍ଘଟଣାରେ ଜଣେ ମୃତ

ବ୍ରହ୍ମପୁର : ଉପକଣ୍ଠ ଆମ୍ବଡ଼ାଠାରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ। ଡାଲା ଅଟୋ ଓଲଟି ଯିବାରୁ ଏହି ଦୁର୍ଘଟଣା ଘଟିଛି। ଏ ଘଟଣାରେ ଆହତ ହୋଇଛନ୍ତି ୧୩ ଜଣ। ଆହତମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଡାଲା ଅଟୋଟି ପାଟପୁରର ଘୁଡୁକି ଗାଁରୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀକୁ ଆସୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.