Below header

କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଅନୁଷ୍ଠିତ ହେଲା ଅନ୍ତର୍ଜାତୀୟ ବାଲୁକା ପ୍ରଦର୍ଶନୀ

କୋଣାର୍କ(କେନ୍ୟୁଜ୍): କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଅନୁଷ୍ଠିତ ହେଉଛି ଅନ୍ତର୍ଜାତୀୟ ବାଲୁକା ପ୍ରଦର୍ଶନୀ। ଏଥିରେ ଆମେରିକା, ଆୟାରଲ୍ୟାଣ୍ଡ, ଡେନମାର୍କ, ଋଷିଆ, କାନାଡ଼ା, ଦକ୍ଷିଣ ଆଫ୍ରିକା ଆଦି ଦେଶରୁ ୬ ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରୁଥିବା ବେଳେ ୧୬ ଜଣ ଜାତୀୟସ୍ତରରେ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରୁଛନ୍ତି। ସେହିପରି ଓଡ଼ିଶାର ୧୨୧ ବାଲୁକାଶିଳ୍ପୀ ସେମାନଙ୍କ କଳାକୃତି ଦେଖାଉଛନ୍ତି। ପ୍ରତିଦିନ ଭିନ୍ନ ଭିନ୍ନ ବିଷୟବସ୍ତୁ ଉପରେ ସେମାନେ ବାଲୁକା କଳା ପ୍ରଦର୍ଶିତ କରିବେ। ଏହାସହ ଚିତ୍ରକଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀ ବି ଆୟୋଜନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.